୧୦ରୁ ସମସ୍ତ କଲେଜ, ୟୁନିଭର୍ସିଟି ବନ୍ଦ ନିଷ୍ପତ୍ତି
ଓଡ଼ିଶା ଫାଷ୍ଟ(ବ୍ୟୁରୋ): କରୋନା ନୂଆ ଭେଟିଏଣ୍ଟ ଓମିକ୍ରନ୍ ସଂକ୍ରମଣ ରାଜ୍ୟରେ ହୁ ହୁ ହୋଇ ବଢିଚାଲିଛି । ଯାହା ରାଜ୍ୟ ସରକାରଙ୍କ ପାଇଁ ଚିନ୍ତା ର ବିଷୟ ପଲଟିଲାଣି । ଏହି ନୂଆ ଭେଟିଏଣ୍ଟ ସଂକ୍ରମଣରୁ ଛାତ୍ରଛାତ୍ରୀ ଙ୍କୁ ସୁରକ୍ଷିତ ରହିବା ପାଇଁ ପୂର୍ବରୁ ରାଜ୍ୟର ସମସ୍ତ ବିଦ୍ୟାଳୟ ଆଜିଠାରୁ…