ଅଖିମୁଠି ଅନୁକୂଳ କଲେ କୃଷି ମନ୍ତ୍ରୀ ଅରୁଣ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମହାମାରୀ କରୋନା ସଂକ୍ରମଣ ରୋକିବାକୁ ରାଜ୍ୟରେ ଲକ ଡାଉନ ଜାରିଥିବା ସତ୍ବେ କୃଷି କାର୍ଯ୍ୟକୁ ଏଥିରୁ ବାଦ ଦିଆଯାଇଛି । ଆଜି ପବିତ୍ର ଅକ୍ଷୟ ତୃତୀୟା ହୋଇଥିବାରୁ ଚାଷୀ ଆଖିମୁଠି ଅନୁକୂଳ କରିଛି । ଏହି ଅବସରରେ କୃଷି ମନ୍ତ୍ରୀ ତଥା ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ…