Browsing Tag

Ajanta Ellora caves model by Station Bazaar Durga Puja Samiti

ଅଜନ୍ତା ଏଲୋରା ଗୁମ୍ଫା ମଡେଲରେ ଝଲସିବ ଷ୍ଟେସନ ବଜାର ଦୂର୍ଗାମଣ୍ଡପ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଷ୍ଟେସନ ବଜାର ଦୂର୍ଗାପୂଜା ଏବର୍ଷ ୬୪ବର୍ଷରେ ପଦାର୍ପଣ କରିବାକୁ ଯାଉଛି । ଏଥର ର ପୂଜା ବଜେଟ ୩୦ ଲକ୍ଷ ରଖାଯାଇଛି । ଏବର୍ଷ ଦୂର୍ଗାପୂଜାର ମୁଖ୍ୟ ଆକର୍ଷଣ ହେବ ଅଜନ୍ତା ଏଲୋରା ଗୁମ୍ଫାର ଅବିକଳ ମଡେଲ । ଯାହାର ଦର୍ଘ୍ୟ ୧୨୦ ଫୁଟ ଓ ଉଚ୍ଚତା ୫୦ଫୁଟ । ସେହିପରି ଆଦିମ…