ମାଲୱିର ଉପରାଷ୍ଟ୍ରପତି ନିଖୋଜ
କୁଆଡେ ଗଲେ ମାଲୱିର ଉପରାଷ୍ଟ୍ରପତି । ବିମାନ ନିଖୋଜ ହେବାର ଗୋଟିଏ ଦିନ ପରେ ବି ମିଳୁନି ସନ୍ଧାନ । ପୂର୍ବ-ଦକ୍ଷିଣ ଅଫ୍ରିକାର ମାଲଓ୍ବିର ଡିଫେନ୍ସ ଫୋର୍ସ ଉପରାଷ୍ଟ୍ରପତି ସୋଲସ କ୍ଲାସ୍ ଚିଲିମାଙ୍କ ସନ୍ଧାନରେ ଲାଗି ପଡ଼ିଛି । ପୂରା ରେସକ୍ୟୁ ଟିମ୍ ଯାଞ୍ଚ ଅପରେସନକୁ ଜୋରଦାର କରିଛନ୍ତି ।…