Browsing Tag

aiims doctor

ବାସି ପଖାଳ ବଢାଏ ରୋଗ ପ୍ରତିରୋଧକ ଶକ୍ତି: ଡାକ୍ତର ବାଲମୁରଗାନ ରାମଦୋସ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବାସି ପଖାଳ ଖାଉଥିବା ଲୋକଙ୍କ ପାଇଁ ଖୁସି ଖବର । ଭୁବନେଶ୍ୱର ଏମ୍ସର ଡାକ୍ତର ବାଲମୁରଗାନ୍ ରାମଦୋସ ପଖାଳ ଉପରେ ଗବେଷଣା କରି ଏହି ତଥ୍ୟ ପ୍ରକାଶ କରିଛନ୍ତି । ସେ କହିଛନ୍ତି, ରାତିରେ ପଖାଳ ହୋଇଥିବା ତୋରାଣିରେ ଭିଟାମିନ-ବି ୧୨, ଭିଟାମିନ-କେ ରହିଥାଏ । ଏହ ଶରୀରରେ…

ଏମ୍‌ସର ୪ଡାକ୍ତରଙ୍କୁ କରୋନା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ବର ଏମ୍‌ସର ୪ଡାକ୍ତର କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ସର୍ଜରୀ, ପାଥୋଲୋଜି, ଫାର୍ମାକୋଲୋଜିର ୩ ସିନିୟର ରେସିଡେଣ୍ଟ ଡାକ୍ତର ଏବଂ ଅନ୍ୟ ଜଣେ ଜୁନିୟର ରେସିଡେଣ୍ଟ ଡାକ୍ତର କରୋନା ଆକ୍ରାନ୍ତ ହୋଇଛନ୍ତି। କରୋନା ଆକ୍ରାନ୍ତ ହୋଇଥିବା ୩ ସିନିୟର…