Browsing Tag

AICC dismiss PCC committee

ପିସିସିର ସମସ୍ତ କମିଟିକୁ ଭାଙ୍ଗିଲା ଏଆଇସିସି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଚଳିତ ନିର୍ବାଚନରେ ଦଳର ନିରୁତ୍ସାହଜନକ ପ୍ରଦର୍ଶନ ପାଇଁ ଏଆଇସିସି ପିସିସିର ସମସ୍ତ କମିଟିକୁ ଭାଙ୍ଗିଦେଇଛି । ଏଆଇସିସି ପକ୍ଷରୁ ଆନୁଷ୍ଠାନିକ ଭାବେ ପ୍ରଦେଶ କଂଗ୍ରେସ କମିଟିକୁ ଏସମ୍ୱନ୍ଧରେ ଅବଗତ କରାଯାଇଛି । ମାତ୍ର ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ…