ବିଜ୍ଞପ୍ତିକୁ ନେଇ ବିରୋଧ ପରେ ନିଷ୍ପତି ବଦଳାଇଲେ ରେଭେନ୍ସା ବିଶ୍ବବିଦ୍ୟାଳୟର କର୍ତ୍ତୃପକ୍ଷ
ରେଭେନ୍ସା ବିଶ୍ବବିଦ୍ୟାଳୟର ଦୋଦୋପାଞ୍ଚିଆ ନିଷ୍ପତ୍ତି । ଘଣ୍ଟାକରେ ବଦଳିଗଲା କର୍ତ୍ତୃପକ୍ଷଙ୍କ ନିଷ୍ପତ୍ତି । ଛାତ୍ରଛାତ୍ରୀ ବିକ୍ଷୋଭ କିମ୍ବା ଗେଟ୍ ସାମ୍ନା ରାସ୍ତାରେ ଧାରଣା ବିରୋଧରେ ଜାରି ହୋଇଥିବା କଟକଣାକୁ ପ୍ରତ୍ୟାହାର କରିଛନ୍ତି କୁଳପତି । ଗଣତାନ୍ତ୍ରିକ ବିରୋଧ ଉପରେ କଟକଣାକୁ…