କିଶୋରୀ ଝିଅ ଦମୟନ୍ତୀର ମୃତ୍ୟୁ ପରେ ଅଙ୍ଗଦାନ କଲେ ପିତା ମାତା
ଭୁବନେଶ୍ୱର(ଓଡ଼ିଶା ଫାଷ୍ଟ ବ୍ୟୁରୋ): କିଶୋରୀ ଦମୟନ୍ତୀ ମହନ୍ତଙ୍କ ହୃଦୟ ବିଦାରକ କାହାଣୀ ଯେ କୌଣସି ଲୋକଙ୍କ ଆଖିରେ ଲୁହ ଆଣିପାରେ । ମାତ୍ର ୧୪ ବର୍ଷ ବୟସରେ କିଡ଼ନି ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସାପାଇଁ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି ହୋଇଥିଲେ । ଏହି କିଡ଼ନି ରୋଗ କ୍ରମଶଃ ଶରୀରର ବିଭିନ୍ନ…