ମେଘାଳୟ କୋଇଲା ଖଣିରୁ ୩୪ ଦିନ ପରେ ଜଣଙ୍କ ମୃତଦେହ ଉଦ୍ଧାର
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମେଘାଳୟ ପୂର୍ବ ଜୟନ୍ତିଆ ହିଲ୍ସ ଜିଲ୍ଲାର କୋଇଲା ଖଣିରେ ଦୀର୍ଘ ୩୪ ଦିନ ହେବ ଫସି ରହିଥିବା ଶ୍ରମିକଙ୍କ ମଧ୍ୟରୁ ଜଣଙ୍କର ମୃତଦେହ ଗୁରୁବାର ଉଦ୍ଧାର କରାଯାଇଛି । ଭାରତୀୟ ନୌସେନା, କୋଲ୍ ଇଣ୍ଡିଆ, ପ୍ରାକୃତିକ ବିପର୍ଯ୍ୟୟ ରେସପନ୍ସ ବାହିନୀ, ଓଡ଼ିଶା ଅଗ୍ନିଶମ ସେବା…