ବିବାହର ୧୫ ବର୍ଷ ପରେ ଅଲଗା ହେବେ ଅମିର ଓ କିରଣ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ୧୫ ବର୍ଷ ବୈବାହିକ ଜୀବନ ବିତାଇବା ପରେ ବଲିଉଡ ଅଭିନେତା ଅମିର ଖାନ୍ ଓ କିରଣ ରାଓ ଅଲଗା ହେବାକୁ ଯାଉଛନ୍ତି। ଅମିର ଓ କିରଣ ଏକ ମିଳିତ ବୟାନ ଜାରି କରି ତାଙ୍କ ବିବାହ ବିଚ୍ଛେଦ ସମ୍ପର୍କରେ ସୂଚନା ଦେଇଛନ୍ତି। ଛାଡ଼ପତ୍ର ପରେ ମଧ୍ୟ ଉଭୟଙ୍କ ମଧ୍ୟରେ ବ୍ୟବସାୟିକ…