Browsing Tag

Afganistan

କାବୁଲ ବିଶ୍ୱବିଦ୍ୟାଳୟରେ ଆତଙ୍କୀ ହାମଲା, ୧୯ ମୃତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଆଫଗାନିସ୍ଥାନର କାବୁଲ ବିଶ୍ୱବିଦ୍ୟାଳୟରେ ଆଜି ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି। ଏଥିରେ ୧୯ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୨ରୁ ଅଧିକ ଲୋକ ଆହତ ହୋଇଛନ୍ତି। ସୁରକ୍ଷାବାହିନୀର ଦୀର୍ଘ ଘଣ୍ଟାର ଅପରେସନ ପରେ ଏହି ଆକ୍ରମଣ ଶେଷ ହୋଇଛି। ସୂଚନା ଅନୁସାରେ ଏହି ଆକ୍ରମଣରେ…