ସରକାରୀ ଚାକିରିଆଙ୍କୁ ରାଜ୍ୟ ସରକାରଙ୍କ ଦୁର୍ଗା ପୂଜା ଆଡ଼ଭାନ୍ସ ଭେଟି
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର । ରାଜ୍ୟ ସରକାର ଆଜି ସରକାରୀ କର୍ମଚାରୀଙ୍କ ପାଇଁ ଘୋଷଣା କରିଛନ୍ତି ଦୁର୍ଗା ପୂଜା ଆଡଭାନ୍ସ ଭେଟି । ଦୁର୍ଗା ପୂଜା ରାଜ୍ୟ ବାସୀଙ୍କ ପାଇଁ ଏକ ହର୍ଷ ଉଲ୍ଲାସର ପର୍ବ । ସବୁ ସ୍ଥାନରେ ପୂଜାପାଇଁ ପ୍ରସ୍ତୁତି ପର୍ବ ମଧ୍ୟ ଜୋର ସୋର…