ଅନନ୍ୟା ପାଣ୍ଡେଙ୍କ ସହ ନିଜ ବିବାହ ଖବରକୁ ନେଇ ଏଭଳି କହିଲେ ଆଦିତ୍ୟ ରୟ କପୁର
ଅନନ୍ୟା ପାଣ୍ଡେ ଆଜିକାଲି ତାଙ୍କ ପ୍ରେମ ଜୀବନକୁ ନେଇ ଆଲୋଚନାରେ ଅଛନ୍ତି। ଖବର ଅଛି ଯେ ଅନନ୍ୟା ପାଣ୍ଡେ ବଲିଉଡ ଅଭିନେତା ଆଦିତ୍ୟ ରୟ କପୁରଙ୍କୁ ଡେଟ କରୁଛନ୍ତି। କରଣ ଜୋହର ମଧ୍ୟ ତାଙ୍କ ଚାଟ୍ ସୋ'ରେ ଅନନ୍ୟା ଏବଂ ଆଦିତ୍ୟଙ୍କ ସଂପର୍କରେ ଥିବା ସୂଚନା ଦେଇଥିଲେ। ଅନନ୍ୟା କହିଥିଲେ ଯେ ସେ…