Browsing Tag

Aditya Padhi is the New chief election commission

ଆଦିତ୍ୟ ପାଢୀ ହେଲେ ନୂତନ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମୁଖ୍ୟ ଶାସନ ସଚିବ ପଦରୁ ସ୍ବେଚ୍ଛାକୃତ ଅବସର ନେବାପରେ କିଛିଦିନ ଛୁଟି ମନାଇବାକୁ ଯାଇଥିଲେ ଆଦିତ୍ୟ ପ୍ରସାଦ ପାଢୀ । ଛୁଟିରୁ ଫେରିବାପରେ ଆଜି ୧୯୮୩ ମସିହା ବ୍ୟାଚର ଆଇଏଏସ ଅଫିସର ଆଦିତ୍ୟ ପ୍ରସାଦ ପାଢୀଙ୍କୁ ମିଳିଛି ମୁଖ୍ୟ ନିର୍ବାଚନ କମିଶନର ଦାୟିତ୍ବ ।…