Browsing Tag

aditional tahasildar injured

ବାଲି ମାଫିଆଙ୍କ ଗୁଣ୍ଡାରାଜ : କାର୍ଯ୍ୟାଳୟରେ ପଶି ଅତିରିକ୍ତ ତହସିଲଦାର ଓ ଆରଆଇଙ୍କୁ ପିଟିଲେ

ଓଡିଶା ଫାଷ୍ଟ( ବ୍ୟୁରୋ): ବାଲି ମାଫିଆଙ୍କ ଆକ୍ରୋଶର ଶିକାର ହୋଇଛନ୍ତି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀର ଅତିରିକ୍ତ ତହସିଲଦାର ଓ ଆରଆଇ। ବାଲି ମାଫିଆମାନେ ସଂଘବଦ୍ଧ ହୋଇ କାର୍ଯ୍ୟାଳୟରେ ପଶି 5 ଜଣଙ୍କୁ ଲୁହା ରଡ଼ ଓ ଇଟାରେ ଆକ୍ରମଣ କରିଥିଲେ। ଏଥିସହ ଆରଆଇ କାର୍ଯ୍ୟାଳୟରେ ବ୍ୟାପକ…