ଓଡ଼ିଶାର ୪ ଜଣ କିମ୍ବଦନ୍ତୀ ବ୍ୟକ୍ତିତ୍ଵଙ୍କ ଡାକ ଟିକଟ ଲୋକାର୍ପିତ
ଓଡ଼ିଶାର ୪ ଜଣ କିମ୍ବଦନ୍ତୀ ବ୍ୟକ୍ତିତ୍ଵଙ୍କ ଡାକ ଟିକଟ ଲୋକାର୍ପିତ ହୋଇଛି। ସେମାନେ ହେଲେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର, ଓଡିଶୀ ନୃତ୍ୟଗୁରୁ ପଦ୍ମବିଭୂଷଣ କେଳୁଚରଣ ମହାପାତ୍ର, ବିଶିଷ୍ଟ ଅଭିନେତ୍ରୀ ପାର୍ବତୀ ଘୋଷ ଏବଂ ବିଶିଷ୍ଟ ସଂଗୀତଜ୍ଞ ଅକ୍ଷୟ ମହାନ୍ତି। ଭାରତୀୟ ଡାକ ସେବା ବିଭାଗ…