Browsing Tag

Actress Khushbu joined BJP

ଅଭିନେତ୍ରୀ ଖୁସବୁ ହାତ ଛାଡ଼ି ପଦ୍ମ ଧରିଲେ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଅଭିନେତ୍ରୀ ଖୁସବୁ କଂ‌ଗ୍ରେସ ହାତ ଛାଡ଼ି ପଦ୍ମ ଧରିଛନ୍ତି । ବିଜେପିରେ ଯୋଗ ଦେବା ପରେ ଖୁସବୁ କହିଛନ୍ତି, ଯଦି ଦେଶକୁ ଆଗକୁ ବଢ଼ାଇବାର ଅଛି ତେବେ ଆମକୁ ଠିକ ବାଟରେ ନେବା ଦିଗରେ ପିଏମ ମୋଦିଙ୍କ ଆବଶ୍ୟକତା ରହିଛି । ସେହିପରି ସେ ଅଭିଯୋଗ କରି କହିଛନ୍ତି, କଂଗ୍ରେସ…