‘ଭୂତ ପୁଲିସ’ର ପୋଷ୍ଟରକୁ ନେଇ ବିବାଦ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନ କିଛି ସମୟ ହେବ ନିଜ ଫିଲ୍ମରେ ଭିନ୍ନ ଭିନ୍ନ ଭୂମିକାରେ ନଜର ଆସୁଛନ୍ତି। ଏହି ଚରିତ୍ରରେ ଅଭିନେତାଙ୍କୁ ବେଶ ପସନ୍ଦ ମଧ୍ୟ କରାଯାଉଛି। ଏବେ ସେ ଲିଡିଂ ରୋଲ୍ ପରିବର୍ତ୍ତେ ଖଳନାୟକ ଚରିତ୍ର ପ୍ରତି ଢଳିବାରେ ଲାଗିଛନ୍ତି। ସୈଫ ମଧ୍ୟ…