Breaking News Odisha Politics I ମେଣ୍ଟ ଆଶାରେ ୯ ରୁ ନାହିଁ ହୋଇଯିବ କଂଗ୍ରେସ, ଦେଖନ୍ତୁ ଭିଡ଼ିଓ ଓଡିଶା ଫାଷ୍ଟ ବ୍ୟୁରୋ Mar 19, 2024 0 ମେଣ୍ଟ ହେଉ କି ନ ହେଉ, ଫାଇଦା ମାରିପାରିବନି କଂଗ୍ରେସ, ଗୋଦରା କୋଡେ ଯେତେ ମାଡେ ସେତେ । ବିଜେଡ଼ି-ବିଜେପି ବିରୋଧରେ ଲଢିବା ବଦଳରେ କରୁଛି ଟିକେଟ୍ ସେଟିଂ , ଏମିତି ହେଲେ ୯ ବିଧାୟକ ରୁ ହୋଇଯିବ ନାହିଁ ।