ଦିବ୍ୟାଙ୍ଗ ଛାତ୍ରୀଙ୍କୁ ହୁଇଲ୍ ଚେୟାର ପ୍ରଦାନ କଲେ ଅଚ୍ୟୁତ ସାମନ୍ତ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): କନ୍ଧମାଳ ସାଂସଦ ତଥା କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଦିନିକିଆ କେନ୍ଦୁଝର ଓ ମୟୂରଭଞ୍ଜ ଗସ୍ତ ଅବସରରେ ମୟୂରଭଞ୍ଜ ଦିବ୍ୟାଙ୍ଗ ଛାତ୍ରୀ ସୁଭଦ୍ରା ଗୁମଜିରାଙ୍କୁ ବ୍ୟକ୍ତିଗତ ଭେଟିଥିଲେ। ମୟୂରଭଞ୍ଜ ଜିଲ୍ଲା ଶୁକୃଳି ବ୍ଲକ୍ ତେରଣ୍ଟା ଗ୍ରାମର…