ନିୟମ ଉଲଂଘନ କରି ଜଣେ ଅଟୋ ଚାଳକ ଗଣିବେ ୪୭ ହଜାର ୫୦୦ଟଙ୍କା
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଲାଗୁହେଲା ନୂଆ ଟ୍ରାଫିକ ନିୟମ । ଟ୍ରାଫିକ ନିୟମ ଲାଗୁହେବା ତୃତୀୟ ଦିନରେ ନିୟମ ଭଙ୍ଗ କରିଥିବା ଜଣେ ଅଟୋ ଚାଳକଙ୍କୁ ଦେବାକୁ ପଡିବ ୪୭ହଜାର ୫୦୦ ଟଙ୍କା ଫାଇନ ।
ସୂଚନା ଅନୁଯାୟୀ, ଆଚାର୍ଯ୍ୟବିହାର ଅଞ୍ଚଳରେ ଟ୍ରାଫିକ ପୋଲିସ ଯାଞ୍ଚ ସମୟରେ ହରିବନ୍ଧୁ କହଁର ନାମକ…