ଏସଡିଜିଏମ କୋଟରେ ଆତ୍ମସମର୍ପଣ କଲା ସାମନ୍ତରାୟପୁର ହତ୍ୟାକାଣ୍ଡ ଅଭିଯୁକ୍ତ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ୱରର ସାମନ୍ତରାୟପୁର ଅଞ୍ଚଳରେ ବିଚ ରାସ୍ତାରେ ଜଣେ ମିଠା ବ୍ୟବସାୟୀଙ୍କୁ ଗୋଡେଇ ଗୋଡେଇ ହାଣିଥିବା ଘଟଣାର ଷଡଯନ୍ତ୍ରକାରୀ ରାଜକିଶୋର ବେହେରା ଭୁବନେଶ୍ୱର ଏସଡିଜିଏମ କୋଟରେ କଲା ଆତ୍ମସମର୍ପଣ ।
ସୂଚନା ଅନୁଯାୟୀ, କିଛିଦିନ ତଳେ କମିଶନରେଟ ପୋଲିସକୁ…