ପୋଲିସକୁ ଗୋଡାଇ ଗୋଡାଇ ହାଣିଲା ଅଭିଯୁକ୍ତ
ପୋଲିସକୁ କଟୁରିରେ ଗୋଡାଇ ଗୋଡାଇ ହାଣିଲା ଅଭିଯୁକ୍ତ । ୫ ପୋଲିସ କର୍ମଚାରୀ ଆହତ । ନୀଳଗିରି ସଜନାଗଡ ଜାମୁଡ଼ି ସାହିରେ ଘଟିଛି ଏହି ଅଭାବନୀୟ ଘଟଣା । ଆସାମୀ ଆସାମୀ ପଦ୍ମଲୋଚନ ପାତ୍ରକୁ ନୋଟିସ ଦେବାକୁ ଯାଇଥିବାବେଳେ ସେ ଉତକ୍ଷିପ୍ତ ହୋଇ ପୋଲିସକୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।…