ବାହାନଗା ରେଳ ଦୁର୍ଘଟଣା ଘଟଣା; ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣଙ୍କର ମୃତ୍ୟୁ
ବାହାନଗା ରେଳ ଦୁର୍ଘଟଣାରେ ଆହତ ହୋଇ ଚିକିତ୍ସାଧୀନ ଥିବା ଆଉ ଜଣଙ୍କର ଗୁରୁବାର ମୃତ୍ୟୁ ଘଟିଛି। ମୃତକ ବିହାରର ମନୀଷ କୁମାର(୨୪) ବୋଲି ଜଣାପଡ଼ିଛି। ସେ ଏସସିବିରେ ସେଣ୍ଟ୍ରାଲ ଆଇସିୟୁରେ ଚିକିତ୍ସିତ ହେଉଥିଲେ। ଦୁର୍ଘଟଣାରେ ଗୁରୁତର ଭାବେ ଆହତ ହୋଇ ଗତ ୩ ତାରିଖରେ ସେ ଏସସିବିରେ ଭର୍ତ୍ତି…