ସଡ଼କ ଦୁର୍ଘଟଣା ରେ ଦୁଇଜଣଙ୍କର ଅକାଳ ବିୟୋଗ
ଓଡ଼ିଶା ଫାଷ୍ଟ(ବ୍ୟୁରୋ):କେନ୍ଦୁଝରରେ ଘଟିଯାଇଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏମ୍ଏସ୍ପି ପ୍ଲାଣ୍ଟ୍ ନିକଟରେ ଏହି ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ସେମାନଙ୍କ ପରିଚୟ ମିଳିପାରିନାହଁ।
ସୂଚନା ଅନୁଯାୟୀ, ଟ୍ରକ୍ଟି ଠିଆ ହୋଇଥିବା ସମୟରେ…