Browsing Tag

Accident

ଅନୁଗୁଳୁରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୫ ମୃତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସଡ଼କ ଦୁର୍ଘଟଣାରେ ଚାଲିଗଲା ୫ ଜଣଙ୍କ ଜୀବନ। ଗତକାଲି ବିଳମ୍ବିତ ରାତିରେ ଅନୁଗୁଳୁ ପାଲଲହଡ଼ା ଖମାର ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା କଡ଼ରେ ଏକ ଟ୍ରକ ଛିଡା ହୋଇଥିବାବେଳେ ଦ୍ରୁତ ଗତିରେ ଏକ କାର ଆସି ଏହି ଟ୍ରକ ପଛକୁ ଧକ୍କା ଦେଇଥିଲା।…

ଭୟଙ୍କର ଦୁର୍ଘଟଣା ୩ଜଣ ପୋଲିସ କର୍ମଚାରୀ ମୃତ

ଓଡ଼ିଶା ଫାଷ୍ଟ (ବ୍ୟୁରୋ):ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଥାନା ଅଞ୍ଚଳରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଥିରେ ୩ ଜଣ ପୋଲିସ କର୍ମଚାରୀଙ୍କର ମୃତ୍ୟୁ ହୋଇଥିବା ବେଳେ ୧୪ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲକୁ ସ୍ଥାନାନ୍ତର କରି ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ…

ଦୁର୍ଘଟଣାରେ ୮ଫୁଟ ଉପରକୁ ଉଠିଲା ବାଇକ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କାର ଏବଂ ବାଇକ ହେଲେ ମୁହାଁମୁହିଁ ଧକ୍କା । ଦୁର୍ଘଟଣାଟି ଏତେ ଜୋରଦାର ଥିଲାକି ବାଇକ ଟି ୮ ଫୁଟ ଉପରକୁ ଉଠି ତଳକୁ ପଡିଥିଲା । ଚାନ୍ଦବାଲି-ଭଦ୍ରକ ମୁଖ୍ୟରାସ୍ତା ଚନ୍ଦନପୁର ନିକଟରେ ଆଜି ଏହି ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ପହଞ୍ଚି ବାଇକ୍…

ବରିଷ୍ଠ ସାମ୍ବାଦିକ ଜୀମୂତ ମଙ୍ଗରାଜଙ୍କ ପରଲୋକ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବରିଷ୍ଠ ସାମ୍ବାଦିକ ଜୀମୂତ ମଙ୍ଗରାଜଙ୍କ ପରଲୋକ । ସଡକ ଦୁର୍ଘଟଣାରେ ବରିଷ୍ଠ ସାମ୍ବାଦିକ ତଥା ସ୍ତମ୍ଭକାର ଜୀମୂତ ମଙ୍ଗରାଜଙ୍କ ଦେହାନ୍ତ ହୋଇଥିବା ସୂଚନା ମିଳିଛି । ଖୋର୍ଦ୍ଧାରୁ ଭୁବନେଶ୍ବର ଫେରୁଥିବା ବେଳେ ଜାଆଁଳା ଛକରେ ଅଜଣା ଗାଡି ତାଙ୍କୁ ଧକ୍କା ଦେଇଥିଲା ।…

ଦୁର୍ଘଟଣାରେ ଆଗ ମାଆ ଓ ଏବେ ପୁଅର ଜୀବନ ଗଲା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି କଟକ ତେଲେଙ୍ଗାପେଣ୍ଠ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟ ହୋଇଛି। ମୃତକଙ୍କ ମଧ୍ୟରେ ରହିଛନ୍ତି ପୂର୍ବତନ ସାଂସଦ ଅମର ପ୍ରଧାନଙ୍କ ପୁଅ ଅଙ୍କୁର ପ୍ରଧାନ । ସମ୍ବଲପୁରର ପୂର୍ବତନ ସାଂସଦ ଅମର ପ୍ରାଧନଙ୍କ ପୁଅ ଅଙ୍କୁର ପ୍ରଧାନଙ୍କ ମୃତ୍ୟୁ ହୋଇଥିବା ପୁଲିସ୍‌ ସ୍ପଷ୍ଟ…

କାର୍‌ ଉପରେ ଓଲଟିପଡିଲା ଚାଉଳ ଭର୍ତ୍ତି ଟ୍ରକ, ଚାଲିଗଲା ୬ ଜୀବନ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଝାଡଖଣ୍ଡ ଜିଲ୍ଲା ଦୁମ୍‌କା-ଦେବଘର ରାସ୍ତାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏଥିରେ ୬ଜଣଙ୍କ ଜୀବନ ଯାଇଛି। ମୃତକଙ୍କ ମଧ୍ୟରେ ଦୁଇ ଜଣ ଶିଶୁ, ଦୁଇ ମହିଳା ସମେତ ୬ଜଣ ରହିଛନ୍ତି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ସମସ୍ତଙ୍କ ମୃତଦେହ ଜବତ କରି ତଦନ୍ତ ଜାରି ରଖିଛି।…

ବିଜେପି ବିଧାୟକ କୁଲଦୀପ ଦଳରୁ ବହିଷ୍କୃତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦଳରୁ ବହିଷ୍କୃତ ହେଲେ ଉନ୍ନାଓ ଦୁଷ୍କର୍ମ ଘଟଣାର ଅଭିଯୁକ୍ତ ବିଜେପି ବିଧାୟକ କୁଲଦୀପ ସିଂହ ସେଙ୍ଗର । ପିଡ଼ିତାକୁ ହତ୍ୟା ଉଦ୍ୟମ କରିବା ଅଭିଯୋଗ ଆସିବାପରେ କୁଳଦୀପ ଙ୍କୁ ଦଳରୁ ବହିଷ୍କାର କରାଯାଇଛି । ପୂର୍ବରୁ ଉନ୍ନାଓ ଦୁଷ୍କର୍ମ ଘଟଣା ସମ୍ନାକୁ ଆସିବାପରେ ତାଙ୍କୁ…

ଦୁର୍ଘଟଣା ରେ ସାମ୍ବାଦିକ ଙ୍କ ମୃତ୍ୟୁ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଉରକେଲା କୁଆଁରମୁଣ୍ଡା ସମାଜ ଖବର କାଗଜ ର ସାମ୍ବାଦିକ ସଞ୍ଜୟ ରାଉଳ (୪୨)ଙ୍କର ରବିବାର ସକାଳେ ସଡକ ଦୁର୍ଘଟଣାରେ ମୁତ୍ଯୁ ଘଟିଛି । ଗୁରୁତର ଅବସ୍ଥାରେ ତାଙ୍କର ୧୨ବର୍ଷର ଝିଅ ମୃତ୍ଯୁ ସହ ସଂଗ୍ରାମ କରୁଛି । ଉତ୍କଳ ସାମ୍ବାଦିକ ସଙ୍ଘ ପକ୍ଷରୁ ସଞ୍ଜୟ ଙ୍କ ଆତ୍ମା ର…

ସେଲଫି ନିଶା ମଣିଷକୁ ବିବେକ ଶୂନ୍ୟ କରିଦେଲା, ଚାଲିଗଲା ୩ ଜୀବନ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସେଲଫି ନିଶାରେ ମଣିଷ ନିଜ ବିବେକ ହରାଇବସିଲାଣି। ଏହିପରି ଏକ ଘଟଣା ଦେଖିବାକୁମିଳିଛି ଜୟପୁର ଅଞ୍ଚଳରେ। ସଡ଼କ ଦୁର୍ଘଟଣାରେ ୩ ଜଣ ଗୁରୁତର ଆହତ ହୋଇ ସାହାଯ୍ୟ ଆଶାରେ ବିକଳ ହୋଇ ଚିତ୍କାର କରୁଥିଲେ। ମାତ୍ର ଭାଗ୍ୟର ବିଡମ୍ବନା ତାଙ୍କୁ ଘେରି ଅନେକ ଲୋକଥିଲେ କିନ୍ତୁ କିଏ…

ସ୍କୁଲ୍‌ ଭ୍ୟାନ୍‌ ଦୁର୍ଘଟଣାରେ ୮ ଜଣ ଛାତ୍ରଛାତ୍ରୀ ଆହତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସ୍କୁଲ୍‌ ଭ୍ୟାନ୍‌ ଦୁର୍ଘଟଣାଗ୍ରସ୍ତ। ରାସ୍ତା କଡରେ ଛିଡ଼ାହୋଇଥିବା ଏକ ଜେସିବିକୁ ଧକ୍କା ଦେଇଛି ଏକ ସ୍କୁଲ ଭ୍ୟାନ୍‌। ଏହିଘଟଣା ଟି ଆଜି ସକାଳେ ସମ୍ୱଲପୁରରେ ଘଟିଥିବା ବେଳେ ଏଥିରେ ୮ ଜଣ ଛାତ୍ର ଛାତ୍ରୀ ଆହତ ହୋଇଛନ୍ତି। ଡାକ୍ତରଖାନାରେ ସେମାନଙ୍କର ଚିକିତ୍ସା…