Browsing Tag

Accident

ବସ-ଟ୍ରକ୍ ମୁହାଁମୁହିଁ ଧକ୍କା, ୮ ମୃତ

ବେଙ୍ଗାଲୁରୁ(ଓଡ଼ିଶା ଫାଷ୍ଟ ବ୍ୟୁରୋ): କର୍ଣାଟକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୮ ଜଣ ଗୁରୁତର ଆହତ ହୋଇଛନ୍ତି । କର୍ଣ୍ଣାଟକର ହୁବଲି ସହରରେ ଆଜି ପୁନେ-ବେଙ୍ଗାଲୁ ରାଜପଥରେ ଗୋଟିଏ ବସ-ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଆହତଙ୍କୁ…

କଳିଙ୍ଗାଘାଟିରେ ଓଲଟିଲା ବସ୍, ୬ ମୃତ, ୧୫ରୁ ଉର୍ଦ୍ଧ୍ୱ ଗୁରୁତର

ଗଞ୍ଜାମ (ଓଡ଼ିଶା ଫାଷ୍ଟ ବ୍ୟୁରୋ): କଳିଙ୍ଗାଘାଟିରେ ଟୁରିଷ୍ଟ ବସ ଓଲଟି ୬ ଜଣଙ୍କ ମୃତ ଘଟିଥିବାବେଳେ ୩୫ରୁ ଅଧିକ ଆହତ ହୋଇଛନ୍ତି । ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର ପରେ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଛି। ୧୫ରୁ ଉର୍ଦ୍ଧ୍ୱ ଗୁରୁତରଙ୍କୁ MKCG କୁ ସ୍ଥାନାନ୍ତରିତ କରାଯାଇଛି।…

ଓଲଟିଲା ବରଯାତ୍ରୀ ଗାଡ଼ି : ଜଣେ ମୃତ, ୩ ଗୁରୁତର

ଜୟପୁର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଘାଟିରେ ଓଲଟିଲା ବରଯାତ୍ରୀ ଗାଡ଼ି । କୋରାପୁଟ ଜିଲ୍ଲା ଜୟପୁରର ଦେଓଘାଟି ନିକଟରେ ଏହି ଦୁର୍ଘଟଣା ଘଟିଛି । ଏଥିରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ ରୁ ଅଧିକ ଲୋକେ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି…

ଡିଭାଇଡରରେ ପିଟିହେଲା ବାଇକ୍‌; ୩ମୃତ

ବାଲେଶ୍ୱର(ଓଡ଼ିଶା ଫାଷ୍ଟ ବ୍ୟୁରୋ): ଭୀମପୁରା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଘଟଣାସ୍ଥଳରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଯୁବକଙ୍କ ଡାକ୍ତରଖାନାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ ଗୋଟିଏ ବାଇକରେ ୩ଜଣ ଯୁବକ ବାଲେଶ୍ୱରର…

ଗଛରେ ପିଟି ହେଲା କାର୍: ୬ଜଣ ଆହତ

ଅନୁଗୁଳ (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଅନୁଗୁଳ ଜିଲ୍ଲା ପାଲଲହଡ଼ା ଥାନା ଅନ୍ତର୍ଗତ ୧୪୯ନମ୍ବର ଜାତୀୟ ରାଜପଥ ଝିମିରିପାଲି ଛକରେ ଏକ କାର୍ ଭାରସାମ୍ୟ ହରାଇ ଗଛରେ ପିଟିହେବାରୁ ୬ଜଣ ଆହତ ହୋଇଛନ୍ତି। ଘଟାଗାଁ ତାରିଣୀ ଦର୍ଶନ ପାଇଁ ଫୁଲବାଣୀରୁ ଯାଉଥିବା ବେଳେ ଦୁର୍ଘଟଣା । ସମସ୍ତଙ୍କୁ…

ଓଲଟିଲା ପିକଅପ ଭ୍ୟାନ: ୧୫ ଆହତ

ରାଉରକେଲା: ବଣାଇଗଡ଼ ବ୍ଲକ ଅନ୍ତର୍ଗତ ଭୁତୁଡ଼ା ପଞ୍ଚାୟତରୁ ଚାଉଳ ନେଇ ସରେଇକଲା ଗାଁକୁ ଯାଉଥିବା ପିକଅପ ଭ୍ୟାନ ଓଲଟି ପଡ଼ିବାରୁ ୧୫ ଜଣ ଆହତ ହୋଇଛନ୍ତି। ଅନ୍ୟ ପାଞ୍ଚ ଜଣ ଲୋକ ଗୁରୁତର ହୋଇଥିବା ଜଣାପଡ଼ିଛି। ଆହତମାନଙ୍କୁ ଲହୁଣୀପଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗୁରୁତରଙ୍କୁ…

କାରଖାନାରେ ଅଗ୍ନିକାଣ୍ଡ; ୬ ମୃତ, ୧୨ ଗୁରୁତର

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶର ଏକ ରାସାୟନିକ କାରଖାନାରେ ଭୟାବହ ଅଗ୍ନିକଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ ୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । କୁହାଯାଉଛି କି ନାଇଟ୍ରିକ୍ ଏସିଡ ଲିକ୍ ଯୋଗୁ ଏପରି…

ଓଲଟିଲା ବସ୍: ୨୦ରୁ ଅଧିକ ଆହତ

ଭଦ୍ରକ : ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ୧୬ ନମ୍ବର ଜାତୀୟ ରାଜପଥ ପଳଦାବାଙ୍କ ନିକଟରେ ଯାତ୍ରୀବାହୀ ବସ୍ ଓଲଟି ପଡିଛି । ଦୁର୍ଘଟଣାରେ ୨୦ରୁ ୨୫ ଜଣ ଆହତ ହୋଇଥିବା ଜଣାପଡିଛି । ବସଟି କଲିକାତାରୁ କିଛି ଯାତ୍ରୀକୁ ନେଇ ଭୁବନେଶ୍ୱର ଆସୁଥିଲା । ବସଟି ହଠାତ ଭାରସାମ୍ୟ ହରାଇ…

କେନ୍ଦୁଝର: ପିଚୁ କଡେଇରେ ପଡି ୩ ଶିଶୁ ଗୁରୁତର

କେନ୍ଦୁଝର : କେନ୍ଦୁଝରରେ ରାସ୍ତା ନିର୍ମାଣ କାମ ଜାରିଥିବା ବେଳେ ଗୋଟିଏ ପିଚୁ କଡେଇରେ ୩ ଶିଶୁ ପଡିଯାଇଥିଲେ । ଶରୀର ଉପରେ ପିଚୁ ସ୍ତର ଲାଗି ଯାଇ ସେମାନେ ଗୁରୁତର ହୋଇଯାଇଥିଲେ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବାମେବାରୀ ଥାନା କନକନା ଗାଁରେ । ସୂଚନା ଅନୂସାରେ ଏହି ଗାଁରେ ଏକ ରାସ୍ତା…

ମର୍ଣ୍ଣିଂୱାକ୍ ବେଳେ ଆଇନଜୀବୀଙ୍କୁ ଚାପି ଦେଲା ଟ୍ରକ୍, ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମର୍ଣ୍ଣିଂୱାକ୍ କରିବାକୁ ଯାଉଥିବା ବେଳେ ଜଣେ ବରିଷ୍ଠ ଆଇନଜୀବୀଙ୍କ ଉପରେ ଟ୍ରକ ଚଢ଼ି ଯାଇଛି। ସମ୍ବଲପୁର ଜିଲ୍ଲା ଏନ୍ଏଚ୍-୫୩ର ସର୍ଲାପାଲି ଛକ ନିକଟରେ ଆଜି ସକାଳେ ସଡ଼କ ଦୁର୍ଘଟଣା ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ସାକ୍ଷୀପଡ଼ା ଅଞ୍ଚଳର ଉମେଶ ଚନ୍ଦ୍ର ପ୍ରଧାନ।…