ମହାନଦୀରେ ବୁଡ଼ିଗଲେ ତିନି ଛାତ୍ର, ଜଣେ ମୃତ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗାଧୋଉଥିବା ବେଳେ ତିର୍ତ୍ତୋଲ ପୋଷଲ ଘାଟରେ ବୁଡ଼ିଗଲେ ତିନି ଛାତ୍ର । ସେମାନଙ୍କ ମଧ୍ୟରୁ ଜଣେ ଛାତ୍ରର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ବାସିନ୍ଦା ଉଦ୍ଧାର କରିଛନ୍ତି । ମୃତ ଛାତ୍ର ଗୋପସଲପୁର ଶଙ୍ଖେଶ୍ବର ବଡ଼ଜିଙ୍ଗଲ ଗାଁର…