ପିକଅପକୁ ପିଟିଲା ଟ୍ରକ- ୪ ମୃତ, ୬ଗୁରୁତର
ଓଡ଼ିଶା ଫାଷ୍ଟ(ବ୍ୟୁରୋ):ସୁବର୍ଣ୍ଣପୁର ସମ୍ବଲପୁର ରାସ୍ତାର ମେଟାକାନୀ ଛକରେ ସଡକ ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ୬ଜଣ ଗୁରୁତର ହୋଇଛନ୍ତି। ବିବାହ କାର୍ଯ୍ୟକ୍ରମରେ ବ୍ୟାଣ୍ଡ ପାର୍ଟି ବଜାଇବା ପାଇଁ ଯାଉଥିବା ଏକ ପିକଅପ ଭ୍ୟାନକୁ ଟ୍ରକ ଧକା ଦେଇଥିଲା। ସେହିପରି ୬ ଜଣଙ୍କୁ…