Browsing Tag

About 200 BJP workers of Bhubaneswar constituency joined BJD

ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀର ପ୍ରାୟ ୨୦୦ ବିଜେପି କର୍ମୀ ବିଜେଡ଼ିରେ ହେଲେ ସାମିଲ

ବିଜେଡିରେ ମିଶିଲେ ବିଜେପିର ୨୦୦ କର୍ମୀ । ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀର ୱାର୍ଡ ନଂ ୪୦ରୁ ୨୦୦ ବିଜେପି କର୍ମୀ ଆଜି ବିଧିବଦ୍ଧ ଭାବେ ବିଜେଡ଼ିରେ ସାମିଲ ହୋଇଛନ୍ତି। ପୂର୍ବତନ ବିଜେପି ମହିଳା ମୋର୍ଚ୍ଚା ସମ୍ପାଦିକା ପାୟଲ ପଲ୍ଲବୀ ଦାଶ ଓ ପୂର୍ବତନ ଯୁବ ବିଜେପି ମୋର୍ଚ୍ଚା ଉପ ସଭାପତି…