ଦିଲ୍ଲୀ ବିଧାନସଭା ଭିତରେ ସୁଢଙ୍ଗ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦିଲ୍ଲୀ ବିଧାନସଭା ପରିସରରୁ ମିଳିଲା ଲାଲ କିଲ୍ଲା ସହ ଜଡିତ ସୁଡଙ୍ଗଠାବ ହୋଇଛି । ଖୁବଶୀଘ୍ର ଏହା ସାଧାରଣ ଲୋକଙ୍କ ପାଇଁ ଖୋଲାଯିବ ବୋଲି ସୂଚନା ମିଳିଛି । ଏହି ସୁଡଙ୍ଗ ଲାଲକିଲ୍ଲାକୁ ସଂଯୋଗ କରୁଛି।ଦିଲ୍ଲୀ ବିଧାନସଭା ଅଧକ୍ଷ ରାମ ବିଲା ନିବାଲସ ଗୋୟେଲ ଏନେଇ ସୂଚନା…