Browsing Tag

aarthing

ହିମାଚଳରେ ପୁଣି ଭୂକମ୍ପ ଝଟକା: ୨୮ ଦିନରେ ୧୨ ଥର ଭୂକମ୍ପ

ଓଡ଼ିଶା ଫାଷ୍ଟ(ବ୍ୟୁରୋ) : ହିମାଚଳ ପ୍ରଦେଶରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ହଠାତ ଭୂକମ୍ପ ହେବାରୁ ଲୋକଙ୍କ ମଧ୍ୟରେ ହଇଚଇ ସୃଷ୍ଟି ହୋଇଛି। ଶିମଲାରୁ ୪୫ କିଲୋମିଟର ଦୂର ମଣ୍ଡିରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି | ଭୂକମ୍ପର ତୀବ୍ରତା ୩.୪ ଥିଲା। ତେବେ କୌଣସି କ୍ଷୟକ୍ଷତିର ସୂଚନା ନାହିଁ।…