Browsing Tag

aars

ଆରଏସଏସର ଡ୍ରେସ୍ ପରି ଥିଲା ରଙ୍ଗ, ସରକାରୀ ସ୍କୁଲର ୟୁନିଫର୍ମ ବଦଳାଇ ଦେଲେ ଗେହଲଟ ସରକାର

ଜୟପୁର ୦୯।୧୨: ରାଜସ୍ଥାନରେ ଅଶୋକ ଗେହଲଟଙ୍କ ନେତୃତ୍ଵାଧୀନ ସରକାର ନିଜ କାର୍ଯ୍ୟକାଳର ଚାରି ବର୍ଷ ପରେ ସରକାରୀ ସ୍କୁଲର ୟୁନିଫର୍ମର ରଙ୍ଗ ବଦଳାଇ ଦେଇଛନ୍ତି। ଏହା ପୂର୍ବରୁ ବସୁନ୍ଧରା ରାଜେ ସରକାର ୨୦୧୭ରେ ସ୍କୁଲ ଛାତ୍ର-ଛାତ୍ରୀଙ୍କ ୟୁନିଫର୍ମ ରଙ୍ଗ ବଦଳାଇଥିଲେ, ଯାହା ଆରଏସଏସ ପୋଷାକ ସହ…