କରୋନା ସ୍ଥିତି ନେଇ ରାଜ୍ୟ-କେନ୍ଦ୍ର ଆଲୋଚନା ଆଜି
ନୂଆଦିଲ୍ଲୀ: କରୋନା ସଂକ୍ରମଣ ସ୍ଥିତିକୁ ନେଇ ଆଜି ରାଜ୍ୟମାନଙ୍କ ସହ କେନ୍ଦ୍ର ସରକାରଙ୍କ ବୈଠକ ଅନୁଷ୍ଠିତ ହେବ । ଆଗାମୀ ୩ ମାସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ଏନେଇ କଣ କଣ ପଦକ୍ଷେପ ନିଆଯିବ ତା’ ଉପରେ ବିସ୍ତୃତ ଆଲୋଚନା ହେବ । ପାର୍ବଣ ଗାଇଡଲାଇନକୁ କଡ଼ାକଡ଼ି ପାଳନ କରାଯିବା ସହ…