ଟାଟା ଠକେଇ ମାମଲା: ଆକାଶ ପାଠକଙ୍କୁ ଜେରା କରିବ ଇଡି
ପୁଣି ଫେରିଲା ଟାଟା ଠକେଇ ମାମଲା। ଟାଟା ନାରେ ଫେକ୍ ନିଯୁକ୍ତି ନେଇ ଠକେଇ ମାମଲାରେ ଝାରପଡା ଜେଲରେ ଥିବା ଆକାଶ ପାଠକଙ୍କୁ ଜେରା କରିବ ଇଡି। । ଆଜି ଇଡିର ୩ ଜଣିଆ ଟିମ ଆକାଶଙ୍କୁ ପଚରାଉଚରା କରିବ। ଏ ନେଇ ପୂର୍ବରୁ ଇଡି କୋର୍ଟରେ ଆବେଦନ କରିଥିଲା। ତେବେ ବର୍ତ୍ତମାନ କୋର୍ଟ ଏ ନେଇ ଅନୁମତି…