Browsing Tag

A youth was killed by a tractor in a group clash

ଗୋଷ୍ଠୀ ସଂଘର୍ଷରୁ ଯୁବକଙ୍କୁ ଟ୍ରାକ୍ଟର ଚଢ଼ାଇ ହତ୍ୟା

ଆଠଗଡ଼ ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ରାଧାକୃଷ୍ଣପୁର ଅଡାଳରେ ଚାପା ଉତ୍ତେଜନା । ଗୋଷ୍ଠୀ ସଂଘର୍ଷରୁ ଟ୍ରାକ୍ଟର ମଡ଼ାଇ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତ ଯୁବକ ହେଲେ ରାଧାକୃଷ୍ଣପୁର ଗାଁର ସୁଶାନ୍ତ ରଣା। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗୋଷ୍ଠୀ ସଂଘର୍ଷ ପରେ ସୁଶାନ୍ତଙ୍କୁ…