ସ୍କୁଲ ବସରେ ଛାତ୍ରଛାତ୍ରୀ ପିଇଲେ ମଦ, ପୁଲିସକୁ ମାମଲାର ଯାଞ୍ଚ ନିର୍ଦ୍ଦେଶ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସ୍କୁଲ ବସରେ ଛାତ୍ରଛାତ୍ରୀ ସାଙ୍ଗହୋଇ ମଦ ପିଉଥିବା ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ । ଏଭଳି ଏକ ଘଟଣା ତାମିଲନାଡୁ ଚେଙ୍ଗଲପଡ୍ଡୁ ଜିଲ୍ଲାରେ ଘଟିଥିବା ନେଇ ଚର୍ଚ୍ଚା ହେଉଛି । ଘଟଣାଟି ଜିଲ୍ଲା ଶିକ୍ଷାଧିକାରୀ ଅତ୍ୟନ୍ତ ଗୁରୁତର ସହ ନେଇ ପୁଲିସ ଦ୍ୱାରା ମାମଲାର…