Browsing Tag

A person seriously injured due to attack by knife

ଛୁରାମାଡ଼ରେ ଯୁବକ ଗୁରୁତର

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବାଲେଶ୍ୱରରେ ଛୁରାମାଡ଼ରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଛୁରାମାଡ଼ ହୋଇଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ, ବାଲେଶ୍ୱର ସହରର ବାଲୁବଜାର ଅଞ୍ଚଳର ସେକ୍‌ ସର୍‌ଫରାଜ୍‌ ନାମକ ଜଣେ ଯୁବକ ଛୁରାମାଡ଼ରେ ଗୁରୁତର ଆହତ…