ଛାରପୋକ ଦ୍ୱାରା ବ୍ୟାପୁଛି କରୋନାଠାରୁ ଅଧିକ ମାରାତ୍ମକ ମହାମାରୀ, ନଷ୍ଟ କରୁଛି ଅନେକ ଅଙ୍ଗ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): କରୋନା ମହାମାରୀ ସମଗ୍ର ବିଶ୍ୱରେ ନିଜ ତାଣ୍ଡବ ଲୀଳା ଜାରି ରଖିଥିବା ବେଳେ ଆଉ ଏକ ମହାମାରୀ ହେଲଥ୍ ଏକ୍ସପର୍ଟଙ୍କ ମୁଣ୍ଡବିନ୍ଧାର କାରଣ ହେବାରେ ଲାଗିଛି ।
ଭ୍ୟାକସିନ୍ ଓ ବୁଷ୍ଟର ଡୋଜ୍ ନେବାପରେ ମଧ୍ୟ କରୋନା ସମ୍ପୂର୍ଣ୍ଣ ବିଲୋପ ହୋଇନାହିଁ। ଆସନ୍ତା ଜୁନରୁ…