୧୩ ନୂତନ ଜିଲ୍ଲାକୁ ନେଇ ଆନ୍ଧ୍ରର ନୂଆ ମାନଚିତ୍ର
ହାଇଦ୍ରାବାଦ : ଆନ୍ଧ୍ରପ୍ରଦେଶ ସରକାର ଇତିମଧ୍ୟରେ ୧୩ଟି ନୂତନ ଜିଲ୍ଲା ଗଠନ କରିଥିବାବେଳେ ରାଜ୍ୟରେ ମୋଟ ଜିଲ୍ଲା ସଂଖ୍ୟା ୨୬କୁ ବୃଦ୍ଧି ପାଇଛି । ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡି ସୋମବାର ଆନ୍ଧ୍ରର ନୂତନ ଭୌଗଳିକ ମାନଚିତ୍ରକୁ ଭିଡିଓ କନ୍ଫରେନ୍ସିଂ ଜରିଆରେ ଉନ୍ମୋଚନ କରିଛନ୍ତି । ନୂତନ…