Browsing Tag

A massive explosion in a sand-laden boat in the Ganga

ନଦୀ ମଝିରେ ଡଙ୍ଗାରେ ବିସ୍ଫୋରଣ; ୪ମୃତ

ଗଙ୍ଗା ନଦୀ ମଝିରେ ଡଙ୍ଗାରେ ବିସ୍ଫୋରଣ ଘଟି ୪ ଜଣଙ୍କ ମୃତ୍ୟୁ । ବିହାର ରାଜଧାନୀ ପାଟନାର ଗଙ୍ଗା ନଦୀରେ ଏହି ଅଘଟଣ ଶନିବାର ଘଟିଛି । ୪ ଜଣ ଏହି ବିସ୍ଫୋରଣରେ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟମାନେ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ…