ରାଜଧାନୀରେ ସ୍କୁଲ ପଡିଆରୁ ମିଳିଲା ମୃତଦେହ, ହତ୍ୟା ସନ୍ଦେହ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ୱର ର ନୟାପଲ୍ଲୀ ଅଞ୍ଚଳରରେ ଏକ ଯୁବକର ମୃତଦେହ ମିଳିଛି । ପାରିପାର୍ଶ୍ବିକ ସ୍ଥିତିରୁ ଏହା ଏକ ହତ୍ୟାକାଣ୍ଡ ପରି ଜଣାପଡୁଛି । ମୃତ ଦେହ ଆଇଆରସି ଭିଲେଜ ହାଇସ୍କୁଲ ପଡିଆରେ ପଡିଥିବା ଖବର ପାଇ ନୟାପଲ୍ଲୀ ପୋଲିସ ସେଠାରେ ପହଞ୍ଚିଥିଲା । ପୋଲିସ ମୃତଦେହ ଜବତ…