ଆଜିଠୁ ଧବଳେଶ୍ୱରକୁ ଖୋଲିବ କଂକ୍ରିଟ ସେତୁ
ଆଜିଠୁ ଧବଳେଶ୍ୱରକୁ ଖୋଲିବ କଂକ୍ରିଟ ସେତୁ। ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱରୁ ପୀଠକୁ ଯାତାୟତ ପାଇଁ ଏହି କଂକ୍ରିଟ ସେତୁ ନିର୍ମାଣ କରାଯାଇଛି। ଫଳରେ ପୀଠକୁ ଯିବା ଆସିବା ନେଇ ଦୀର୍ଘ ଦିନ ଧରି ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ପ୍ରଥମେ ଝୁଲା ପୋଲ ବିପଦସଙ୍କୁଳ ହେବାରୁ ପୀଠକୁ…