ସକାଳେ ଫୁଟିଲା ଗୁଳି, ବ୍ୟବସାୟୀ ମୃତ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ସକାଳ ୯ଟାରେ କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଅଧିନସ୍ଥ ମଣିଗୁଣ୍ଡା ଗାଁ ରାସ୍ତାରେ ଫୁଟିଛି ଗୁଳି । ଏହି ଗୁଳିକାଣ୍ଡରେ ଗଗନ ସାହୁ ନାମକ ଜଣେ ଔଷଧ ବ୍ୟବସାୟୀଙ୍କ ମୃତ୍ୟୁ ଘଟିଛି । ପୋଲିସ ଶବ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।
ସୂଚନା…