ପଙ୍ଗପାଳ ଗୁଜବକୁ ବିଶ୍ୱାସ କରନ୍ତୁ ନାହିଁ : କୃଷିମନ୍ତ୍ରୀ ଅରୁଣ ସାହୁ
ଓଡ଼ିଶାଫାଷ୍ଟ(ବ୍ୟୁରୋ):ପଙ୍ଗପାଳକୁ ନେଇ କୌଣସି ଗୁଜବରେ ବିଶ୍ବାସ ନକରିବାକୁ କୃଷିମନ୍ତ୍ରୀ ଅରୁଣ ସାହୁ କହିଛନ୍ତି । ରାଜ୍ୟର ବିଭିନ୍ନ ସ୍ଥାନରେ ପଙ୍ଗପାଳ ଭଳି ପୋକ ଦେଖା ଦେଇଥିବାରୁ ଚାଷୀ ଛାନିଆ ହୋଇପଡିଛନ୍ତି। ତେବେ ଏସବୁ ପ୍ରତି ଧ୍ୟାନ ନଦେଇ ଗୁଜବରୁ ଦୁରେଇ ରହିବାକୁ ମନ୍ତ୍ରୀ ଶ୍ରୀ ସାହୁ…