ଅହମ୍ମଦାବଦର କପଡ଼ା ଗୋଦାମରେ ନିଆଁ ଲାଗି ୯ ମୃତ
ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଗୁଜୁରାଟର ଅହମ୍ମଦବାଦସ୍ଥିତ ଏକ କପଡ଼ା ଗୋଦାମରେ ଭୀଷଣ ନିଆଁ ଲାଗି ୯ ଜଣଙ୍କର ମୃତ୍ୟୁ ଘଟିଛି। ନିଆଁରେ ଗୋଦାମର ଗୋଟିଏ ଭାଗ ଗଳିଗଡ଼ିବା ଯୋଗୁ ୯ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଅନ୍ୟପଟେ କିଛି ଲୋକ ହସ୍ପିଟାଲରେ ଭର୍ତ୍ତି ଅଛନ୍ତି ଯାହାଙ୍କ ସ୍ୱାସ୍ଥ୍ୟବସ୍ଥା…