୮ମ କଳିଙ୍ଗ ଲିଟେରାରୀ ଫେଷ୍ଟିଭାଲ ଭୁବନେଶ୍ୱର ପାଇଁ ‘କୁ’ ଆପ୍ ଆନୁଷ୍ଠାନିକ ସାମାଜିକ ଗଣମାଧ୍ୟମ ସହଯୋଗୀ ମନୋନୀତ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ୱରରେ ଆୟୋଜିତ ହେବାକୁ ଯାଉଥିବା ୮ମ କଳିଙ୍ଗ ଲିଟେରାରୀ ଫେଷ୍ଟିଭାଲ ପାଇଁ ଭାରତର ବହୁଭାଷୀ ଅଣୁ-ବ୍ଲଗିଂ ପ୍ଲାଟଫର୍ମ କୁ ଆପ୍କୁ ଆନୁଷ୍ଠାନିକ ସାମାଜିକ ଗଣମାଧ୍ୟମ ସହଯୋଗୀ ଭାବରେ ମନୋନୀତ କରାଯାଇଛି । ଏହି ଉତ୍ସବ ଓଡ଼ିଶାର ସାହିତ୍ୟ ଓ ସଂସ୍କୃତିର ସମୃଦ୍ଧ…