Browsing Tag

8 killed

ଖାଲକୁ ଖସିପଡିଲା ଯାତ୍ରୀବାହୀ ବସ୍, ୮ ମୃତ

ତାମିଲନାଡୁର କନ୍ନୁର ଠାରେ ଏକ ଯାତ୍ରୀବାହୀ ବସ୍ ଖାଲରେ ଖସିପଡିବା କାରଣରୁ ୮ ଜଣଙ୍କ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। କୁହାଯାଉଛି କି ବସ୍‌ରେ ୫୫ ଜଣ ଯାତ୍ରୀ ଥିଲେ। ସେମାନଙ୍କ ମଧ୍ୟରୁ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୫ ଜଣ ଆହତ ହୋଇଛନ୍ତି। ଜାତୀୟ ଗଣମାଧ୍ୟମର ରିପୋର୍ଟ…