ସରକାରୀ କର୍ମଚାରୀଙ୍କୁ ମିଳିବ ସପ୍ତମ ବେତନ କମିଶନ୍ର ବକେୟା
ଭୁବନେଶ୍ୱର : ରାଜ୍ୟର କର୍ମଚାରୀଙ୍କୁ ସପ୍ତମ ବେତନ କମିଶନ୍ର ଶେଷ ୨୦ ପ୍ରତିଶତ ବକେୟା ଦେବାକୁ ନିର୍ଦ୍ଦେଶ । ଏନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି ।
ପୂର୍ବରୁ ୮୦ ପ୍ରତିଶତ ବକେୟା ପାଇସାରିଥିବା କର୍ମଚାରୀଙ୍କୁ ଏହି ବକେୟା ପ୍ରଦାନ କରାଯିବ । ଯାହାଫଳରେ ୪…