ସ୍ୱାଧିକାର ୭ମ ସ୍ୱନକ୍ଷତ୍ର ବିଶେଷାଙ୍କ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉନ୍ମୋଚିତ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାଧିକାର ୭ମ ସ୍ୱନକ୍ଷତ୍ର ବିଶେଷାଙ୍କ ନବୀନ ନିବାସ ଠାରେ ଆନୁଷ୍ଠାନିକ ଭାବେ ଉନ୍ମୋଚନ କରି ସ୍ୱାଧିକାରର ଉନ୍ନତି ସହ ଏହାର ଶୁଭକାମନା କରିଛନ୍ତି । ମୁଖ୍ୟମନ୍ତ୍ରୀ ଏହି ବିଶେଷାଙ୍କ ଉନ୍ମୋଚନ କରିବା ପରେ ଜୟଦେବ ଭବନ ଠାରେ ଏକ ସଭା…